ଯୁଯୁମୁରାରେ ବାରହା ଫାଶରେ ପଡ଼ି ହାତୀର ମୃତ୍ୟୁ

ଯୁଯୁମୁରା: ପ୍ରାୟ ମାସକ ପରେ ପୁଣି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଅଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟିଛି। ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳ ଭୀମଖୋଜ ଅନ୍ତର୍ଗତ ରଘୁଡେରା ସଂରକ୍ଷିତ ଜଙ୍ଗଲରୁ ଆଜି ଏକ ଦନ୍ତା ହାତୀର ଶବ ଠାବ କରାଯାଇଥିବାର ସୂଚନା ମିଳିଛି। ଉକ୍ତ ହାତୀଟି ବାରହା ଫାଶରେ ପଡ଼ି ପ୍ରାଣ ହରାଇଥିବାର ସନ୍ଦେହ କରାଯାଉଛି। ଏନେଇ ଖବର ପାଇ ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳର କର୍ମଚାରୀମାନେ ଘଟଣାସ୍ଥଳରେ … Continue reading ଯୁଯୁମୁରାରେ ବାରହା ଫାଶରେ ପଡ଼ି ହାତୀର ମୃତ୍ୟୁ